ଜଣେ ବିବାହିତା ଶିକ୍ଷୟତ୍ରୀ (Married Teacher) ଜଣେ ୧୫ ବର୍ଷୀୟ ବାଳକ ସହିତ ଶାରୀରିକ ସମ୍ପର୍କ (sex relations) ରଖିଥିଲେ ଓ ତାଙ୍କୁ ନିଜ ନଗ୍ନ ଫଟୋ (nude pictures) ପଠାଉଥିଲେ ।
ବ୍ରିଟେନର ଏହି ୩୫ ବର୍ଷୀୟା ଶିକ୍ଷୟତ୍ରୀ କ୍ୟାଣ୍ଡିସ୍ ବାର୍ବରଙ୍କ (Kandice Barber) ବିରୋଧରେ ଅଭିଯୋଗ ହୋଇଛି ଯେ ସେ ସେହି ବାଳକ ସହିତ ଶାରୀରିକ ସମ୍ପର୍କ ରଖିବା (sex with student) ପରେ ଗର୍ଭବତୀ ହୋଇଥିବା କଥା ତାକୁ କହିଥିଲେ । (ଫଟୋ ସୌଜନ୍ୟ: ଡେଲି ମେଲ୍)
କ୍ୟାଣ୍ଡିସଙ୍କ ବିରୋଧରେ ଏହା ବି ଅଭିଯୋଗ ହୋଇଛି ଯେ ସେ ସେକ୍ସ ଖେଳନା (sex toys) ଦ୍ୱାରା ଘେରି ରହିଥିବା ନିଜର କେତେକ ଫଟୋ ସେହି ଛାତ୍ରକୁ ପଠାଇଥିଲେ ଓ ‘‘ତୁମେ ବହୁତ ଫିଟ୍ ଦେଖାଯାଉଛ’’ ବୋଲି ଲେଖି ତାକୁ ମେସେଜ୍ କରିଥିଲେ ।
ଏହି ମାମଲାର ଶୁଣାଣି ବ୍ରିଟେନର ଆୟଲେସବରୀ କ୍ରାଉନ୍ କୋର୍ଟରେ (Aylesbury Crown Court) ଚାଲିଛି । ଶିକ୍ଷୟତ୍ରୀ ଜଣଙ୍କର ନିଜ ପିଲାମାନେ ସ୍କୁଲ ଯିବା ବୟସର । ସେ ସେପ୍ଟେମ୍ବର ୨୦୧୮ରୁ ନିଜ ଛାତ୍ରକୁ ମେସେଜ ପଠାଇବା ଆରମ୍ଭ କରିଥିବା ଅଭିଯୋଗ ହୋଇଛି । (ଫଟୋ ବିବିସି)
ଆୟଲେସବରୀ କ୍ରାଉନ୍ କୋର୍ଟକୁ ଶୁଣାଣି ବେଳେ କୁହାଯାଇଥିଲା ଯେ ଶିକ୍ଷୟିତ୍ରୀ ସେହି ଛାତ୍ରଙ୍କ ଠାରୁ ତାଙ୍କ ଫୋନ୍ ମାଗିଥିଲେ ଓ ସେଥିରେ ତାଙ୍କ ସ୍ନାପଚାଟ ଆକାଉଣ୍ଟରେ ନିଜ ବିବରଣୀକୁ ପୋଷ୍ଟ କରିଥିଲେ । ତା’ପରେ ଶିକ୍ଷୟତ୍ରୀ ଛାତ୍ରଟିକୁ ଲଗାତର ମେସେଜ୍ ପଠେଇବା ଆରମ୍ଭ କରିଥିଲେ ।
ଥରେ ଶିକ୍ଷୟତ୍ରୀ ସେହି ବାଳକକୁ ମେସେଜ୍ ପଠାଇ ଲେଖିଥିଲେ ଯେ ସେ ଗାଧୋଉଛନ୍ତି ଓ ତାକୁ ପଚାରିଥିଲେ ଯେ ସେ ସେହି ସମୟରେ ତାଙ୍କୁ ଭେଟିବାକୁ ଚାହୁଁଛି କି? ଏହା ପରେ ଶିକ୍ଷୟତ୍ରୀ କ୍ୟାଣ୍ଡିସ୍ ବାର୍ବର୍ ସେହି ଛାତ୍ରକୁ ନିଜ କାରରେ ନେଇ ଏକ ଖେତକୁ ଯାଇଥିଲେ ଓ ସେଇଠି ତା’ ସହ ସେକ୍ସ ସମ୍ପର୍କ ସ୍ଥାପନ କରିଥିଲେ ।
ଏହା ପୂର୍ବରୁ ଶିକ୍ଷୟତ୍ରୀ ସ୍ନାପଚାଟରେ ସେହି ଛାତ୍ରକୁ ନିଜର ଏକ ନଗ୍ନ ଫଟୋ ପଠାଇଥିଲେ। ଏହା ପରେ ସେମାନେ ସେକ୍ସ କରିବାକୁ ମାତ୍ର ଦୁଇ ଥର ସାକ୍ଷାତ କରିଥିଲେ କାରଣ ତାଙ୍କ ଫଟୋ ସ୍କୁଲର ପିଲାମାନଙ୍କ ନିକଟରେ ପହଞ୍ଚିସାରିଥିଲା । କୋର୍ଟକୁ ଶୁଣାଣି ବେଳେ କୁହାଯାଇଛି ଯେ ୨୦୧୮ରେ ସ୍କୁଲର ପ୍ରଧାନ ଶିକ୍ଷକ ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏ ଦେଖିଥିଲେ । ଗତ ବର୍ଷ କ୍ୟାଣ୍ଡିସଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ।
ଯଦିଓ ଛାତ୍ରଟି ଶିକ୍ଷୟତ୍ରୀଙ୍କ ସହ ସେକ୍ସ (sex) ସମ୍ପର୍କ ରଖିବାକୁ ମନା କରିଦେଇଥିଲା, କିନ୍ତୁ ପୋଲିସର ତଦନ୍ତ ବେଳେ ସେ ଅଫିସରମାନଙ୍କୁ କହିଥିଲା ଯେ ସେ ପୂର୍ବରୁ ମିଛ କହିଥିଲା କାରଣ ଶିକ୍ଷୟତ୍ରୀ ତାକୁ କହିଥିଲେ ଯେ ସେ ତା’ ପିଲାର ମା’ ହେବାକୁ ଯାଉଛନ୍ତି । ‘‘ମୁଁ ଏ ବିଷୟରେ ବହୁତ ଚିନ୍ତିତ ହେବାକୁ ଲାଗିଥିଲି । ସେ ମୋତେ ଧମକ ଦେଇଥିଲେ ଯେ ଯଦି ମୁଁ ତାଙ୍କ ବିଷୟରେ କାହାକୁ କହିବି ତେବେ ସେ ମୋ’ ଜୀବନ ନଷ୍ଟ କରିଦେବେ,’’ ଛାତ୍ରଟି କହିଥିଲା ।
ଛାତ୍ର ଜଣକ ନିଜ ବିବୃତ୍ତିରେ ଆହୁରି କହିଥିଲା, ‘‘ମୁଁ ଶିକ୍ଷୟତ୍ରୀଙ୍କୁ ପଚାରିଥିଲି ଯେ ସେ ମୋ’ ବିରୋଧରେ ବଳାତ୍କାର (rape) ଅଭିଯୋଗ କରିବାକୁ ଯାଉଛନ୍ତି କି । ସେ ସିଧାସଳଖ ଉତ୍ତର ଦେଇ ନ ଥିଲେ, ଯାହା ମୋତେ କ୍ରୋଧିତ କରିଥିଲା । ସେହି ଦିନ ପରେ ମୁଁ ତାଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିଲି ।’’ (ଫଟୋରେ ନିଜ ବିବାହ ଦିନ କ୍ୟାଣ୍ଡିସ୍ ବାର୍ବର । ସୌଜନ୍ୟ: ଫେସ୍ବୁକ୍ )
ଓକିଲ ରିଚାର୍ଡ ମିଲନେ କୋର୍ଟଙ୍କୁ କହିଛନ୍ତି ଯେ ଯେତେବେଳେ କ୍ୟାଣ୍ଡିସ୍ ବାର୍ବର୍ ପ୍ରଥମ ଥର ସେହି ଛାତ୍ର ସହିତ ସେକ୍ସ କରିବାକୁ ଚେଷ୍ଟା କରିଥିଲେ ଛାତ୍ରକୁ ଅଜବ ଅନୁଭବ ହୋଇଥିଲା କାରଣ ସେ ସେହି ଶିକ୍ଷୟତ୍ରୀଙ୍କ ପୁଅର ବନ୍ଧୁ ଥିଲା । (ଫଟୋରେ କ୍ୟାଣ୍ଡିସ୍ ବାର୍ବର । ସୌଜନ୍ୟ: ଫେସ୍ବୁକ୍)
୩୫ ବର୍ଷୀୟା ଶିକ୍ଷୟତ୍ରୀ କ୍ୟାଣ୍ଡିସ୍ ବାର୍ବର୍ ସେହି ୧୫ ବର୍ଷୀୟ ବାଳକକୁ ଟପଲେସ୍ ଫଟୋ ପଠାଇ ତା’ ସହ ସେକ୍ସ ସମ୍ପର୍କ ରଖିଥିବା ସ୍ୱୀକାର କରିଛନ୍ତି । ପ୍ରାରମ୍ଭରେ ସେ ସେକ୍ସ ସମ୍ପର୍କ ବିଷୟରେ ମନା କରିଦେଇଥିଲେ, କିନ୍ତୁ ପରେ ଜଣେ ସାମାଜିକ କର୍ମୀଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ସେ ତାହା ସ୍ୱୀକାର କରିଥିଲେ । (ଫଟୋରେ କ୍ୟାଣ୍ଡିସ୍ ବାର୍ବର । ସୌଜନ୍ୟ: ଡେଲି ମେଲ୍)
ଶିକ୍ଷୟତ୍ରୀ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ସମ୍ପର୍କ ଭଲ ନାହିଁ । ତାଙ୍କର ଏକ ଗର୍ଭପାତ (miscarriage) ହୋଇଥିବା କାରଣରୁ ସେ ବହୁତ ବିରକ୍ତ ଥିବା କଥା ବି ସେ କହିଥିଲେ । (ଫଟୋରେ ନିଜ ପତିଙ୍କ ସହ କ୍ୟାଣ୍ଡିସ୍ ବାର୍ବର । ସୌଜନ୍ୟ: ଦି ସନ୍)
ଜଣେ ନାବାଳକ ଛାତ୍ର ସହ ଯୌନ ସମ୍ପର୍କ (sex relation) ରଖିବା, ତାକୁ ଶାରୀରିକ ସମ୍ପର୍କ ରଖିବାକୁ ପ୍ରବର୍ତ୍ତାଇବା ଓ ଏକ ବାଳକକୁ ସେକ୍ସ କ୍ରିୟାର ଛବି ଦେଖାଇବା ଅଭିଯୋଗରେ ଶିକ୍ଷୟତ୍ରୀଙ୍କ ବିରୋଧରେ କୋର୍ଟରେ ମାମଲାର ଶୁଣାଣି ଚାଲିଛି । (ଫଟୋରେ କ୍ୟାଣ୍ଡିସ୍ ବାର୍ବର । ସୌଜନ୍ୟ: ବିବିସି)