-
ପୂର୍ବରୁ ମାତ୍ର ୧୦ ଫୁଟ ଓସାର ଥିବା ଏହି ରାସ୍ତା ଦୁଇଟିକୁ ୩୦ ଫୁଟ ପ୍ରଶସ୍ତ କରାଯାଇଛି । ଏହା ସହିତ ରାସ୍ତାର ଉଭୟ ପଟେ ପ୍ରାତଃଭ୍ରମଣ କରୁଥିବା ଲୋକଙ୍କ ପାଇଁ ଫୁଟପାଥ କରାଯାଉଛି ।...
August 23, 2020,4:23 pm IST -
ରାତି ୯ଟା ସମୟରେ ବସର ଡ୍ରାଇଭର ଓ ହେଲପର ଖାଇବାକୁ ଯିବା ସମୟରେ ଅଭିଯୁକ୍ତ ଦିବ୍ୟାଙ୍ଗ ନକଲି ଚାବିରେ ବସଟିକୁ ଚୋରି କରିନେଇଥିଲା । ବସଷ୍ଟାଣ୍ଡରେ ଜନଗହଳୀପୁର୍ଣ୍ଣ ଥିଲେ ମଧ୍ୟ କେହି ଏହା ଜାଣିପାରିନଥିଲେ ।...
August 23, 2020,9:05 am IST -
ନିଜ ଗ୍ୟାଙ୍ଗକୁ ବଞ୍ଚାଇ ରଖିବା ପାଇଁ ଅପରାଧୀମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଦଶହରା ସମୟରେ ଗ୍ୟାଙ୍ଗ ଲିଡରମାନେ ନିଜ ସଦସ୍ୟମାନଙ୍କୁ ହାତ ଖର୍ଚ୍ଚ ଦେବାର ପରମ୍ପରା ଅଛି । ସେଇଥି ପାଇଁ ଏବେ ସେମାନଙ୍କ କାର୍ଯ୍ୟକଳାପ ବଢ଼ିଥିବା କୁହାଯାଉଛି ।...
August 20, 2020,9:21 pm IST -
ଅଭୟଙ୍କ ପତ୍ନୀ ସୁବାସିନିଙ୍କ ନାମରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ଅଭୟଙ୍କ କଳା ଧନ ବୃଦ୍ଧି କରିବାରେ ସୁବାସିନି ସହଯୋଗ କରିଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।...
August 19, 2020,11:55 pm IST -
୨୨ ବର୍ଷ ତଳେ ବି ଭିଜିଲାନ୍ସ ଅଭୟଙ୍କ ଘରେ ରେଡ଼ ମାରିଥିଲା । ସେତେବେଳେ ଠାବ ହୋଇଥିବା ଆୟବହିର୍ଭୂତ ସମ୍ପତ୍ତିକୁ ଏବେକାର ସମ୍ପତ୍ତି ସହିତ ମିଶା ଯାଇନାହିଁ । ପୂର୍ବର ସେହି ମାମଲା ଏବେ ବି ବିଚାରାଧୀନ ଅଛି ।...
August 18, 2020,11:58 pm IST -
ଏହି ରାକେଟରେ ଜଡ଼ିତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ପାଞ୍ଚ ମାସ ଧରି ଲୁଚକାଳି ଖେଳୁଥିବା ରାଉରକେଲାର ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ଓ ଏହି ରାକେଟର ମୁଖ୍ୟ ଖଳନାୟକ କଶ୍ମୀରା ଅଗ୍ରୱାଲ ଏବେ ଗରିଫ ହୋଇଛି ।...
August 18, 2020,2:27 pm IST -
କୋଭିଡ଼ ଭୂତାଣୁର ଆକାର ମାତ୍ର ୫ ମାଇକ୍ରନ୍, ହେଲେ ରୁମାଲ ଓ ଗାମୁଛାରେ ଥିବା ଛିଦ୍ରର ଆକାର ପ୍ରାୟ ୩୦୦ ମାଇକ୍ରନ୍ । ଫଳରେ କୋଭିଡ ଭୂତାଣୁ ଅତି ସହଜରେ ଏଗୁଡ଼ିକୁ ଭେଦ କରିବାରେ ସମର୍ଥ ବୋଲି କହିଛନ୍ତି ଡାକ୍ତର ସିଦ୍ଧାର୍ଥ ଦାସ ।...
August 17, 2020,11:56 pm IST -
ରେଳ ମନ୍ତ୍ରଣାଳୟର ଆଦେଶ ପରେ ଦେଶର ପ୍ରମୁଖ ଷ୍ଟେସନଗୁଡ଼ିକରେ ଏମିତି ଭବ୍ୟ ଜାତୀୟ ପତାକା ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଆଗାମୀ ଦିନରେ ଭଦ୍ରକ, ଢେଙ୍କାନାଳ, ତାଳଚେର ଓ ଅନୁଗୁଳ ଭଳି ବଡ଼ ଷ୍ଟେସନଗୁଡ଼ିକରେ ଏମିତି ପତାକା ଲଗାଯିବ ।...
August 14, 2020,9:13 pm IST -
ଏକ ଜାମିନ ଆବେଦନର ଶୁଣାଣି ବେଳେ ହାଇ କୋର୍ଟ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ପଢ଼ି ନ ପାରି ଅଭିଯୁକ୍ତକୁ ଜାମିନ ଦେଇଥିଲେ । ଡାକ୍ତରମାନଙ୍କୁ ଇଂରାଜୀ ବଡ଼ ଅକ୍ଷରରେ ଲେଖିବାକୁ ଏକ ଆଦେଶ ଦେବାକୁ ମୁଖ୍ୟ ସଚିବଙ୍କୁ ଆଦେଶ ଦେଇଛନ୍ତି କୋର୍ଟ ।...
August 13, 2020,11:03 pm IST -
ଦୁର୍ଗା ପୂଜାକୁ ପାଖାପାଖି ଦୁଇ ମାସ ମମୟ ଅଛି । ସେଥି ପାଇଁ ଏବେ ଠାରୁ କୌଣସି ପ୍ରସ୍ତୁତି ନ କରିବାକୁ ପୋଲିସ ପକ୍ଷରୁ ସହରର ସବୁ ପୂଜା କମିଟିକୁ କୁହାଯାଇଛି । ସମୟ ପୂର୍ବରୁ ଅନୁମତି ମିଳିଲେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ କରିବେ ବୋଲି ଆଶା କରୁଛନ୍ତି ସହରବାସୀ ।...
August 13, 2020,4:39 pm IST -
୨୦୧୬ରେ ଧଳସାମନ୍ତ ଭ୍ରାତା ଦ୍ୱୟ ଓ ତାଙ୍କ ସହଯୋଗୀମାନଙ୍କ ଗିରଫଦାରୀ ପର ଠାରୁ କଟକରେ ଏତେ ପରିମାଣର ଗୁଳି ଜବତ ହେବାର ଏହା ପ୍ରଥମ ଘଟଣା । ଦିନକ ଆଗରୁ ବିଚ୍ ବଜାରରେ ଜଣେ ଗ୍ୟାଙ୍ଗଷ୍ଟର ମଥାରେ ବନ୍ଧୁକ ଲଗେଇ ଧମକେଇଥିଲା ଡ୍ୟାନି ।...
August 12, 2020,11:59 pm IST -
ଯଦି ରାଜ୍ୟ ସରକାର ଆଗାମୀ ଦୁଇ ଦିନ ଭିତରେ ରାଜ୍ୟରେ ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବା ନେଇ ବିଦ୍ଧିବଦ୍ଧ ନିଷ୍ପତ୍ତି ନ ନିଅନ୍ତି ତେବେ ତୃତୀୟ ଦିନ ସୁପ୍ରିମ କୋର୍ଟକୁ ଏହି ମାମଲା ନେବେ ବୋଲି କହିଛନ୍ତି ମାମଲା ପରିଚାଳନା କରୁଥିବା ଆଇନଜୀବୀ ।...
August 11, 2020,12:45 am IST -
ଏଣିକି ହସପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ ପଜିଟିଭ ରୋଗୀଙ୍କ ଅଣ-କୋଭିଡ ରୋଗର ଚିକିତ୍ସା ବି କରାଯିବ । କଟକ ଜିଲ୍ଲା ଅପେକ୍ଷା ସହରରେ କୋଭିଡ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଅଧିକ ହୋଉଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି ।...
August 9, 2020,8:20 pm IST -
କଟକ ବଡ଼ ମେଡିକାଲରେ ସଂଗୃହିତ ୧୦୦ ୟୁନିଟ୍ ପ୍ଲାଜମା ମଧ୍ୟରୁ ୭୪ ୟୁନିଟ୍ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଦିଆଯାଇଛି । ଯେଉଁ ରୋଗୀମାନଙ୍କ ଦେହରେ ତାହା ବ୍ୟବହାର ହୋଇଛି ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଠିକ୍ ହୋଇ ଘରକୁ ଫେରି ସାରିଛନ୍ତି ।...
August 5, 2020,11:56 pm IST -
ଏହି ଅତ୍ୟାଧୁନିକ କ୍ରିକେଟ ଅକାଡେମୀ ପାଇଁ କଟକ-ଭୁବନେଶ୍ବର ମଝିରେ ଥିବା ଚାରିଟି ସ୍ଥାନ ଚିହ୍ନଟ କରାଯାଇଛି । ଏହା ୩୦ରୁ ୪୦ ଏକର ଜାଗାରେ ତିଆରି ହେବ ଓ ଏଥିରେ ଦୁଇରୁ ତିନୋଟି କ୍ରିକେଟ୍ ଗ୍ରାଉଣ୍ଡ ରହିବ ।...
August 2, 2020,10:16 pm IST