-
ଦୁର୍ଗା ମା’ଙ୍କ ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପର କଳେବରକୁ ନେଇ ସରକାରଙ୍କ ଗାଇଡଲାଇନ ବିରୋଧରେ ପୂଜା କମିଟିଗୁଡ଼ିକ ସ୍ୱର ଉଠାଇବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ଏହି କଟକଣାର ପ୍ରତିବାଦ କରିବା ଆରମ୍ଭ କରିଛନ୍ତି ।...
September 12, 2020,11:52 pm IST -
୯୦ ଦଶକରେ ଜନତା ଗଣନାଟ୍ୟର ଲୋକପ୍ରିୟ ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଭିକୁ ସେଠ୍ ଭୂମିକା ମହେନ୍ଦ୍ର ଦାସଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା । କୋଭିଡ କଟକଣା ଯୋଗୁଁ ୬ ମାସ ହେଲା ଯାତ୍ରା ବନ୍ଦ ଥିବାରୁ ସେ ମାନସିକ କଷ୍ଟରେ ଥିଲେ ।...
September 12, 2020,10:58 pm IST -
ଓଲିଉଡ୍ ଷ୍ଟାର୍ ଦମ୍ପତି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଚାଲିଥିବା ବୈବାହିକ କଳହ କୋର୍ଟରେ ପହଞ୍ଚିବା ପରେ ଏବେ ଦୁହିଁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି । ‘‘ଏ ଜନ୍ମ କିମ୍ବା କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁ ନାହିଁ,’’ କହିଛନ୍ତି ଅନୁଭବ ।...
September 12, 2020,7:25 pm IST -
ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ ରଖିବା ଓ ମଣ୍ଡପର ତିନି ପାଖକୁ ପୂରା ଆବଦ୍ଧ କରି କେବଳ ସାମନା ପାଖକୁ ଆଂଶିକ ଖୋଲା ରଖିବା ନିର୍ଦ୍ଦେଶ ହିଁ କଟକର ପୂଜା କମିଟିଗୁଡ଼ିକର ଅସନ୍ତୋଷର ମୁଳ କାରଣ ।...
September 11, 2020,10:15 pm IST -
ବର୍ଷବର୍ଷ ଧରି ପ୍ରାୟ ୮ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରୁଥିବା ମୂର୍ତ୍ତି କାରୀଗର ଏଥର ୫ ଫୁଟର ମୁର୍ତ୍ତିର ଢାଞ୍ଚା କେମିତି କରିବେ? ଯଦି କରିବେ, ସେଥିରେ ମା'ଙ୍କ ପାରମ୍ପରିକ ମୁଖା ବା ମସ୍ତକକୁ କେମିତି ଖଞ୍ଜିବେ ସେହି ଚିନ୍ତାରେ ଅଛନ୍ତି ସେମାନେ ।...
September 10, 2020,9:21 pm IST -
କେତେକ ସାମାଜିକ ସଙ୍ଗଠନର ମହିଳା କର୍ମକର୍ତ୍ତାମାନେ ଅନୁଭବଙ୍କ ବାସଭବନକୁ ଯାଇ ଉଭୟ ବର୍ଷା ଓ ଅନୁଭବଙ୍କ ସହିତ ଆଲୋଚନା କରିଛନ୍ତି । ତାଙ୍କ ପରିବାର ଲୋକଙ୍କ ସହ ବି ଅଲଗା ଅଲଗା ଆଲୋଚନା କରିଛନ୍ତି ସେମାନେ ।...
September 10, 2020,8:45 pm IST -
ପରିବାର ଲୋକଙ୍କ ସହ ଘରେ ଗଣେଶ ପୂଜା ସମୟର ଏକ ଭିଡିଓ ପୋଷ୍ଟ କରି ବର୍ଷାଙ୍କ ଘରୋଇ ହିଂସା ଅଭିଯୋଗକୁ ନେଇ ପ୍ରଶ୍ନ କରିଛନ୍ତି ଅନୁଭବ। ବର୍ଷା ଏହାର ଉତ୍ତର ରଖିଛନ୍ତି ଓ ଲେଖିଛନ୍ତି: ‘‘ସବୁ ସହି ତାଙ୍କୁ ଅବାଟରୁ ଫେରାଇ ଆଣିବାର ବିଶ୍ବାସ ରହିଛି ।’’...
September 9, 2020,12:22 am IST -
ମଧ୍ୟାନ୍ନ ସମୟରେ ବର୍ଷା ଶାଶୁ ଘରେ ଖାଉଥିବା ସମୟରେ ଅନୁଭବଙ୍କ ଦୁଇ ଜଣ ସହଯୋଗୀ ବିନା ଅନୁମତିରେ ତାଙ୍କ ରୁମକୁ ପଶିଥିଲେ ଓ ସେ ଖାଉଥିବାର ଭିଡିଓଗ୍ରାଫି କରିଥିଲେ । ଏହା ପରେ ବର୍ଷା ୧୦୦ ନମ୍ବରକୁ ଡାଏଲ କରି ପୋଲିସ ସୁରକ୍ଷା ମାଗିଥିଲେ ।...
September 8, 2020,12:11 am IST -
ବିବାହର ପ୍ରଥମ ରାତିରୁ ହିଁ ବର୍ଷା ଶାରୀରିକ ସମ୍ପର୍କ ରକ୍ଷା କରିବା ପାଇଁ ମନା କରିଥିଲେ ବୋଲି ଅନୁଭବ ନିଜ ପିଟିସନରେ କହିଛନ୍ତି । ହେଲେ ବିବାହର ପ୍ରଥମ ଦିନରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପିତ ହୋଇଥିଲା ବୋଲି କହିଛନ୍ତି ବର୍ଷାଙ୍କ ଓକିଲ ।...
September 7, 2020,3:51 pm IST -
MBA ଡିଗ୍ରୀ ହାସଲ କରିଥିବା ହସନ୍ କହିଛନ୍ତି ଯେ ତାଙ୍କର କୌଣସି ପୋଷ୍ଟ ଆପତ୍ତିଜନକ ଓ ଧମକପୂର୍ଣ୍ଣ ନ ଥିଲା । ‘‘ୟୁପି ପୋଲିସର କ୍ରେଡିବିଲିଟି ସମସ୍ତେ ଜାଣନ୍ତି… ମୁଁ କାହାକୁ ଧମକ ଦେଇ ନାହିଁ,’’ ସେ କହିଛନ୍ତି ।...
September 4, 2020,6:00 pm IST -
ମୂର୍ତ୍ତିର ଆକାର ଛୋଟ କରାଯାଉଥିବାରୁ ମଣ୍ଡପରେ ମା'ଙ୍କ ମଥାରେ ଲାଗୁଥିବା ସୁନା ଓ ରୂପା ମୁକୁଟ ଛୋଟ ମୂର୍ତ୍ତିରେ ଲାଗି ପାରିବ ନାହିଁ। ପୂଜା ମଣ୍ଡପ କର୍ତ୍ତୃପକ୍ଷ ସୋସିଆଲ ମିଡ଼ିଆରେ ମଣ୍ଡପର ଲାଇଭ୍ ଷ୍ଟ୍ରିମିଙ୍ଗ୍ କରାଇବେ ।...
September 3, 2020,5:03 pm IST -
୪ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ ହେବା ଚଳିତ ବର୍ଷର ଦ୍ବିତୀୟ ଘଟଣା । ରାଜ୍ୟରେ ଗତ ୮ ବର୍ଷ ମଧ୍ୟରେ ଜବତ ହୋଇଥିବା ବ୍ରାଉନ ସୁଗାରର ପରିମାଣକୁ ବଳିଗଲା ୨୦୨୦ ମସିହାର ୮ ମାସରେ ଜବତ ହୋଇଥିବା ବ୍ରାଉନ ସୁଗାର ।...
August 28, 2020,12:28 pm IST -
ଲୁଟ ପଛରେ ସ୍ଥାନୀୟ ଲୋକଙ୍କ ହାତ ଥିବା ସନ୍ଦେହ କରୁଛି ପୋଲିସ । ଖାନନଗର ଭଳି ଗୋଟିଏ ଜନବହୁଳ ଅଞ୍ଚଳରୁ ଏହି ଲୁଟ୍ ହେବା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।...
August 27, 2020,11:17 am IST -
'ମଣ୍ଡପରେ ଭକ୍ତଙ୍କ ଉପସ୍ଥିତିକୁ ଅନୁମତି ନଥିବାରୁ ସୋସିଆଲ ମିଡିଆରେ ମଣ୍ଡପରୁ ମା'ଙ୍କ ଅଲନାଇନ୍ ଦର୍ଶନର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କିଛି ପୂଜା କମିଟି କହିଛନ୍ତି ।'...
August 26, 2020,5:01 pm IST -
କରୋନା ମୁକାବିଲା ପାଇଁ କାର୍ଯ୍ୟକ୍ଷମ କରାଗଲା ଦ୍ବିତୀୟ କୋଭିଡ଼ ହସ୍ପିଟାଲ । ଦୁଇଟି ହସ୍ପିଟାଲରେ ମୋଟ ୩ ଶହ ବେଡ଼ ସହିତ ୫୮ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି ।...
August 25, 2020,5:48 pm IST