-
ଗତ ଦେଢ଼ ବର୍ଷ ମଧ୍ୟରେ ବଜ୍ରକାପ୍ତା ଚେରା ଚାଲାଣ କରିବା ଅଭିଯୋଗରେ କେବଳ ଆଠଗଡ଼ ବନଖଣ୍ଡରେ ୩୦ ଜଣ ଅଭିଯୁକ୍ତ ଗରିଫ ହେଲେଣି । ଏହି ବଜ୍ରକାପ୍ତାଟି ଉଦ୍ଧାର ହେବା ପରେ ପୁଣି ତଦନ୍ତ ଆରମ୍ଭ ହୋଇଛି ।...
June 22, 2020,5:51 pm IST -
ଏହି ଉଚ୍ଛେଦ ପ୍ରକ୍ରିୟାରେ ୫୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଆସନ୍ତା ସପ୍ତାହରୁ ବେହେରା କଲୋନୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି ।...
June 20, 2020,10:24 pm IST -
ଜାନୁଆରୀରେ ଘଟିଥିବା ଏହି ଘଟଣାର ହାଇ କୋର୍ଟରେ ଶୁଣାଣି ବେଳେ ଅଭିଯୁକ୍ତଙ୍କ ଓକିଲ କହିଥିଲେ ଯେ ଅଭିଯୁକ୍ତ ଯୁବକଙ୍କ ସହ ସମ୍ପୃକ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା ଓ ଯୁବତୀ ଜଣକ ହିଁ ତାଙ୍କୁ ନିଜ ଘରକୁ ଡାକିଥିଲେ ।...
June 20, 2020,4:48 pm IST -
କଟକ ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ଆସନ୍ତା ବର୍ଷ ଜଗତପୁରରେ ହେବାକୁ ଥିବା ଏସିଆନ୍ ରୋଇଂ ଚାମ୍ପିୟନସିପର ଆୟୋଜନ ଭିତ୍ତିଭୂମି ନ ଥିବା କାରଣରୁ ପ୍ରତ୍ୟାହାର ହୋଇଯିବା ନେଇ ଆଶଙ୍କା ପ୍ରକାଶ କରିଛି ରାଜ୍ୟ ରୋଇଂ ସଙ୍ଘ ।...
June 18, 2020,8:16 pm IST -
ଯାତ୍ରୀ ହେଉ ନ ଥିବାରୁ ବସ୍ ମାଲିକମାନଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି । ତେଲ ଦର ବଢ଼ିବାରୁ ଭଡ଼ା ମଧ୍ୟ ବଢିଛି । ତେଣୁ ଏ ଭଳି ପରିସ୍ଥିତିରେ ବସ ଚଲାଇବା ଆଦୌ ସହଜ ହେଉନାହିଁ ବୋଲି କହିଛନ୍ତି ସେମାନେ ।...
June 16, 2020,10:12 pm IST -
ଗଣ ଭକ୍ତି ଓ ଗଣ ସ୍ୱାସ୍ଥ୍ୟ ସହ ଜଡ଼ିତ ଏହି ଜଟିଳ ମାମଲାର ଫଇସଲା ଏବେ ସର୍ବୋଚ୍ଚ କୋର୍ଟ କରିବେ । ହାତୀ ଦ୍ବାରା ରଥ ଟଣାଗଲେ ବନ୍ୟ ଜନ୍ତୁ ଆଇନର ବିରୋଧ ହେବ, ଆଉ ମେସିନ୍ ଲଗେଇ ଟଣାଗଲେ ତାହା ଜଗନ୍ନାଥ ସଂସ୍କୃତି ବିରୋଧରେ ଯିବ ।...
June 15, 2020,10:42 pm IST -
ସାଂସ୍କୃତିକ ସହର କଟକରେ ପ୍ରତି ବର୍ଷ ଧୁମଧାମରେ ପାଳନ କରାଯାଇଥାଏ ରଜ ପର୍ବ । ଏଥି ପାଇଁ ସହରର ପ୍ରତି ସାହି ବସ୍ତିରେ ସ୍ବତନ୍ତ୍ର ଆୟୋଜନ ମଧ୍ୟ ହୋଇଥାଏ । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ରଜ ମଉଜ ସମ୍ପୂର୍ଣ୍ଣ ଫିକା ପଡ଼ିଛି ।...
June 14, 2020,10:15 pm IST -
ଲଗାଣ ବର୍ଷା ଯୋଗୁଁ ଗତ ବର୍ଷ ଅଗଷ୍ଟ ମାସରେ ପୂରା ସହର ଦୁଇ ଦୁଇ ଥର ଜଳାର୍ଣ୍ଣବ ହୋଇଥିଲା । କିନ୍ତୁ ଗତ ବର୍ଷ ମିଳିଥିବା ଶିକ୍ଷାରୁ ପ୍ରଶାସନ କିଛି ବି ଗ୍ରହଣ କରିଥିବା ଭଳି ଅନୁମାନ କରାଯାଇ ପାରୁନାହିଁ ।...
June 14, 2020,1:15 am IST -
କରୋନା କଟକଣା ଯୋଗୁଁ ରଜ ପର୍ବ ଫିକା ପଡ଼ିଥିଲେ ମଧ୍ୟ ନୂଆ ପୋଷାକ ପିନ୍ଧିବାକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ କମିନାହିଁ । କଟକ ସହରର ବିଭିନ୍ନ ସପିଙ୍ଗ୍ ମଲ୍ ବାହାରେ ଲାଗିଥିବା ଲମ୍ବା ଲାଇନରୁ ଏହା ହିଁ ସ୍ପଷ୍ଟ ହୋଇଛି ।...
June 12, 2020,11:11 pm IST -
ପ୍ରତି ବର୍ଷ ରଜ ସମୟରେ କଟକର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୁଏ । ରଜ ଦୋଳି ଖେଳ ସହ ପୁଚି ଖେଳ ଓ ପୋଡ଼ପିଠା ଓ ପାନ ତିଆରି କରିବା ପ୍ରତିଯୋଗିତା ହୁଏ । ଏ ଥର କୌଣସି କମିଟି କୌଣସି ପ୍ରକାର ପ୍ରସ୍ତୁତି କରି ନାହାଁନ୍ତି ।...
June 11, 2020,7:21 pm IST -
ଏହି ଦ୍ବିତୀୟ ପର୍ଯ୍ୟୟ ଉଚ୍ଛେଦରୁ ପ୍ରାୟ ୧୦୦ ଏକର ଜମି ପ୍ରଶାସନର ଦଖଲକୁ ଆସିବ, ହେଲେ ବାସହରା ହେବାକୁ ଥିବା ଲୋକେ ବର୍ତ୍ତମାନର କରୋନା ସଂକ୍ରମଣ ସମୟରେ କୁଆଡ଼େ ଯିବେ ଓ କ’ଣ କରିବେ ବୋଲି ପଚାରିଛନ୍ତି ।...
June 10, 2020,8:32 pm IST -
ଗୁଣ୍ଡିଚା ପୂର୍ବରୁ ପୁରୀର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ଼଼ ଗାଇଡ଼ଲାଇନକୁ ପାଳନ କରି ରଥ ଯାତ୍ରା କରିବା ପାଇଁ ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।...
June 9, 2020,9:18 pm IST -
ଗିରଫ ହୋଇଥିବା ଯୁବକ କର୍ଣ୍ଣ ଦାସ କହିଛି ଯେ ଏହି ବ୍ରାଉନ ସୁଗାରକୁ ସେ ନିଜେ ବ୍ୟବହାର କରିବା ପାଇଁ ଆଣିଥିଲା । ‘‘ମୋତେ ଜଗତପୁରରେ ଡ଼େଲିଭରି ଦିଆଗଲା । ଚାରି ବର୍ଷ ହେଲା ମୁଁ ବ୍ରାଉନ ସୁଗାର ଖାଉଛି,’’ ସେ କହିଛି ।...
June 8, 2020,6:26 pm IST -
କଟକ ଦେଇ ଓଡ଼ିଶାରୁ ମୋଟ ୩ଟି ଟ୍ରେନ ଏବେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛି । ପ୍ରଥମ ଦିନ ମୋଟ ୫୭୯ ଜଣ ଯାତ୍ରୀ ଟ୍ରେନରେ ଯାତ୍ରା କରିଥିବା ବେଳେ ଗତ କାଲି ଏହି ସଂଖ୍ୟା ୨୧୯କୁ ଖସିଆସିଥିଲା ।...
June 7, 2020,11:54 pm IST -
ଏହା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ସମସ୍ତ ୩୦ ଜଣ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯିବା ସହ ସେମାନଙ୍କୁ କ୍ୱାରେଣ୍ଟିନକୁ ପଠାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇ ସାନିଟାଇଜ ମଧ୍ୟ କରାଯାଇଛି ।...
June 6, 2020,11:05 pm IST