ଓଡ଼ିଆ ମଡେଲ, ଆଙ୍କର୍ ଓ ଅଭିନେତ୍ରୀ ସୁନିତା ଗରାବଡ଼ୁ (Sunita Garabadu) ରବିବାର ରାତିରେ ଇନଷ୍ଟାଗ୍ରାମରେ ନିଜର ଏକ ନଗ୍ନ ଫଟୋ ପୋଷ୍ଟ କରିଛନ୍ତି । ଫଟୋଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।
ସେହି ଫଟୋର କ୍ୟାପସନରେ ସୁନିତା ଲେଖିଛନ୍ତି, “ସ୍ପେନ୍ ବିଷୟରେ କଳ୍ପନା କରୁଥିବା ବେଳେ ଖରା ପୋହିଁବା।” (Odisha Actress Sunita Garabadu Makes News With Nude Pic)
ସେହି ଫଟୋକୁ ଦେଖିବା ପରେ କେତେକ ଲୋକ ତାଙ୍କୁ ‘ସାହସୀ’ ଓ ‘ସୁନ୍ଦରୀ’ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନ୍ୟମାନେ ତାଙ୍କୁ ଜଣେ ଓଡିଆ ଝିଅ ହୋଇ ସୋସିଆଲ ମିଡି଼ଆରେ ନିଜର ନଗ୍ନ ଫଟୋ ପୋଷ୍ଟ କରିଥିବାରୁ ସମାଲୋଚନା କରିଛନ୍ତି ।
ସୁନୀତା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍), ଚାମ୍ପିଅନ୍ସ ଟ୍ରଫି ହକି ଓ ହକି ଇଣ୍ଡିଆ ଲିଗରେ (HIL) ଆଙ୍କରିଂ କରିଛନ୍ତି ।