-
ସାଧାରଣତଃ ଗୁଣ୍ଡିରେ ଧୂଆଁ ପତ୍ର ବ୍ୟବହାର ହେଉଥିବା ବେଳେ ଏହି ନକଲି ଗୁଣ୍ଡିରେ କରତ ଗୁଣ୍ଡ, କୁଣ୍ଡା ଓ ଇଟା ଗୁଣ୍ଡ ସହିତ ବିଷାକ୍ତ ମିଥାଇଲ୍ ଆଲହକଲ୍, ଇଥାଇଲ ଆଲହକଲ୍ ଓ ଫିନାଇଲ୍ ଇତ୍ୟାଦି ମିଶା ଯାଉଥିବା ଜଣାପଡ଼ିଛି ।...
January 15, 2021,11:43 pm IST -
ଶ୍ମଶାନରେ ଡି. ପ୍ରକାଶ ରାଓଙ୍କ ଜୁଇ ଜଳୁଥିବା ବେଳେ ବକ୍ସିବଜାରରେ ଥିବା ତାଙ୍କର ସେହି ଚା’ ଦୋକାନର ଆଞ୍ଚ ଶୀତଳ ପଡ଼ିଥିଲା । କେହି ଜଣେ ସହୃଦୟ ବ୍ୟକ୍ତି ତାଙ୍କ ଦୋକାନରେ ଏକ ଗୋଲାପ ଫୁଲ ରଖି ଦେଇ ଯାଇଥିଲେ ।...
January 14, 2021,11:20 pm IST -
ବିଭିନ୍ନ ନାମୀ କମ୍ପାନୀର ଖାଲି ପାଉଚ୍ ଆଣି ସେଥିରେ ନକଲି ଚାହା ପତ୍ର ଗୁଣ୍ଡକୁ ପୂରାଇ ବଜାରରେ ବିକ୍ରି କରାଯାଉଥିଲା । ଏଥିରେ ଚାକୁଣ୍ଡା ଗଛର ପତ୍ର ଓ କରତ ଗୁଣ୍ଡ ସହ କିଛି କେମିକାଲ୍ ମିଶିଛି କି ନାହିଁ ତାହା ପରୀକ୍ଷା ପରେ ଜଣାପଡ଼ିବ ।...
January 6, 2021,7:54 pm IST -
ନକଲୀ ସାମଗ୍ରୀ କାରବାର ଯୋଗୁଁ ଗିରଫ ହୋଇଥିବା ସବୁ ୨୫ ଜଣ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ପୋଲିସ୍ ସେଥିରେ ହୋଇଥିବା ଟ୍ରାଞ୍ଜେକ୍ସନକୁ ଏବେ ଜାଞ୍ଚ କରୁଛି । ନକଲୀ ଖାରଖାନାଗୁଡ଼ିକର ଲିଜ୍ ବାତିଲ କରିବାକୁ ଇଡକୋକୁ ଚିଠି ଲେଖିଛି ପୋଲିସ ।...
January 1, 2021,11:54 pm IST -
୨୦୨୦ରେ ରାଜ୍ୟରେ ମୋ’ଟ ୧୨୩.୯୧ କୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠାବ ହୋଇଛି । ୯୩ ଜଣ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ୩୬ ଜଣଙ୍କ ଠାରୁ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ଥିଲା । ୪ଟି ମାମଲାରେ ଏହା ଥିଲା ୪ କୋଟି ଟଙ୍କାରୁ ଅଧିକ ।...
January 1, 2021,11:40 pm IST -
ନକଲୀ ବା ସିନ୍ଥେଟିକ୍ ପନିରରେ ଅସଲ ପନିରର କାଣିଚାଏ ବି ନ ଥାଏ । ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରି ଏହା ତିଆରି ହୋଇଥାଏ । ଏହାକୁ ଖାଉଥିବା ବ୍ୟକ୍ତିଙ୍କ ପାଚନ ତନ୍ତ୍ର ଓ ଯକୃତ ଉପରେ ଗୁରୁତର ପ୍ରଭାବ ପଡ଼ିଥାଏ ।...
December 30, 2020,9:36 pm IST -
ଦୀପକ ଶିଶୁ ମନ୍ଦିରରେ ପଢ଼ୁଥିବା ବେଳେ ଆର୍ଥିକ ଅନଟନ ଯୋଗୁଁ ଫିସ୍ ମଧ୍ୟ ଦେଇ ପାରୁ ନ ଥିଲେ । ଫଳରେ ଷଷ୍ଠ ଶ୍ରେଣୀରୁ ଶିଶୁ ମନ୍ଦିର ଛାଡ଼ି ସେ ଏକ ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ ।...
December 29, 2020,11:58 pm IST -
ଜେଲ୍ ଭିତରୁ ଏହି ଦୁଇ ଅପରାଧୀ ଭାଇଙ୍କୁ ବାହାରକୁ ଆଣିବା ପରେ ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଳେଇଛି ପୋଲିସ । ସେମାନଙ୍କୁ ଜେରା କରିବା ପାଇଁ କମିଶନରେଟ ପୋଲିସ ପାଞ୍ଚ ଜଣ ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରିଛି ।...
December 24, 2020,11:04 pm IST -
ସବୁଠୁ ବଡ଼ କଥା ହେଉଛି ଏହି ଗ୍ୟାଙ୍ଗ ଏନ-୧୦, ଆଲଜୋଲାନ୍ ୦.୫ ଓ ଆଲପ୍ରାକ୍ସ ୦.୫ ଭଳି ନିଶା ବଟିକାକୁ ଗ୍ରାଇଣ୍ଡରରେ ଗୁଣ୍ଡକରି ତାର ମିଶ୍ରଣକୁ ବ୍ରାଉନସୁଗାରରେ ମିଶାଇ ବିକ୍ରି କରୁଥିଲେ । ବ୍ରାଉନ ସୁଗାର ଦାମ ଅଧିକ ହୋଇଥିବାରୁ ଅଭିଯୁକ୍ତମାନେ ସେଥିରେ ଏହି ବଟିକା ଚୁର୍ଣ୍ଣକୁ ମିଶ୍ରଣ କରି ବିକ୍ରି କରୁଥିଲେ ।...
December 24, 2020,8:34 pm IST -
ଡିଜିପିଙ୍କୁ ଲେଖିଥିବା ଏକ ଚିଠିରେ ବୈଜୟନ୍ତ ପଣ୍ଡାଙ୍କ ସମ୍ପୃକ୍ତି ଆଡ଼େ ଇଙ୍ଗିତ କରିଛନ୍ତି ଅନୁଭବ । ବର୍ଷାଙ୍କ ଏତାଲା ପରେ ରୁଜୁ ହୋଇଥିବା କେସରେ ପୋଲିସ ଅନୁଭବଙ୍କୁ ଗିରଫ କରିପାରେ କିମ୍ବା ନୋଟିସ କରି ଛାଡ଼ି ଦେଇପାରେ ବୋଲି କହିଛନ୍ତି ଆଇନ ବିଷାରଦମାନେ ।...
December 20, 2020,11:58 pm IST -
ତାଙ୍କ ସାନ ଝିଅର ଅପରେସନ୍ କରାଇବା ପରେ ବି ସେ ପୂରା ଭଲ ହେବ ନାହିଁ ବୋଲି ସବୁ ବେଳେ ଭାବୁଥିଲେ ବନସ୍ମିତା । ଲଗାତର ହତାଶାର ଶିକାର ଏହି ମା’ ଶେଷରେ ସାତ ମାସର ଝିଅଟିକୁ ହତ୍ୟା କରି ନିଜେ ପଙ୍ଖାରୁ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।...
December 19, 2020,10:12 pm IST -
"୭ ବର୍ଷ ହେଲା ମୁଁ ବିବାହ କରିଛି । କିନ୍ତୁ ମୋ ପତ୍ନୀଙ୍କ ସହ ମୋର ବୈବାହିକ ସମ୍ପର୍କ ସ୍ଥାପିତ ହୋଇନାହିଁ । ମୋ ବାପାଙ୍କୁ ୭୦ ବର୍ଷ ବୟସ ହେଲାଣି । ଏହି କାରଣ ପାଇଁ ସେ ଏସବୁକୁ ଦେଖି ସବୁଦିନ ସକାଳୁ କାନ୍ଦୁଛନ୍ତି । ମୋ ପରିବାରରେ ଅଶାନ୍ତି ଲାଗି ରହୁଛି । ମୋର କୋର୍ଟଙ୍କ ଉପରେ ଭରସା ରହିଛି,.... ମୋତେ ଉପଯୁକ୍ତ ନ୍ୟାୟମିଳିବ"...
December 19, 2020,10:51 am IST -
ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୩ ଜଣ ଥିବା ବେଳେ କେବଳ ଜଗତସିଂପୁର ଜିଲ୍ଲାର ୯ ଜଣ ରହିଛନ୍ତି । ସବୁଠୁ ବଡ଼ କଥା ହେଉଛି ଅଭିଯୁକ୍ତମାନଙ୍କ ମଧ୍ୟରେ ରହିଛନ୍ତି ତିର୍ତ୍ତୋଲ ଥାନା ଗାଡ଼ି ଚଲାଉଥିବା ଜଣେ ହେମଗାର୍ଡ ଲିପୁ ଓରଫ ସ୍ମୃତିରଞ୍ଜନ ଦାସ ।...
December 15, 2020,9:06 pm IST -
ପୀଡ଼ିତାଙ୍କ ମା' ଦାୟର କରିଥିବା ଏତାଲାରେ ମୋଟ ୭ ଜଣଙ୍କ ନାମ ଉଲ୍ଲେଖ କରିଥିବା ବେଳେ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗରିଫ କରାଯାଇନାହିଁ । ସମସ୍ତ ୩ ଜଣ ଅଭିଯୁକ୍ତ ହେଉଛନ୍ତି ପୋଲିସ କର୍ମଚାରୀ ।...
December 15, 2020,10:36 am IST -
ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତ ଲଗା କଟୁରି, ଗୋଟିଏ ପନିକି ଓ ଲୁହା ରଡ଼ ମଧ୍ୟ ଘଟଣାସ୍ଥଳରୁ ଜବତ ହୋଇଥିଲା । ପାରିପାର୍ଶ୍ବିକ ସ୍ଥିତି ଦେଖି କେହି ଅତି ଚିହ୍ନା ଲୋକ ହିଁ ଏହି ହତ୍ୟାକାଣ୍ଡ ଭିଆଇ ଥିବା ଦିଗକୁ ଇଙ୍ଗିତ କରୁଥିଲା ।...
December 13, 2020,7:25 pm IST