-
ନବମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ପ୍ରସ୍ତୁତ କରିଛନ୍ତି ଏକ ରୋବର୍ଟ ଡ୍ରୋନ୍ ଯାହା ବେଶ୍ ନିଆରା । ଏଇ ଡ୍ରୋନ୍ ପ୍ରାୟ 25 କିମି ଦୁରତା ପର୍ଯ୍ୟନ୍ତ ଯାଇ ପାରିବ ଏବଂ ପ୍ରାୟ 15 କେଜି ଓଜନର ଜିନିଷ ବୋହି ଦୀର୍ଘ ସମୟ ଆକାଶରେ ଉଡ଼ି ପାରିବ ।...
ଟ୍ରେଣ୍ଡିଙ୍ଗ | November 5, 2019,4:46 pm IST
-
ନଭେମ୍ବର 1 ଠାରୁ ଛଅ ମାସ ପର୍ଯ୍ୟନ୍ତ ପୁରୀ ଉପକୁଳରେ ଟ୍ରଲର ଓ ମାଛମରା ଡଙ୍ଗା ଉପରେ ଲାଗୁ ହୋଇଛି କଟକଣା । ବଙ୍ଗୋପ ସାଗରରେ ଆରମ୍ଭ ହୋଇଛି ବିରଳ ପ୍ରଜାତିର କଇଁଚ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା । ଫେବୃୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ ହୋଇଥିବା ବେଳେ ଏହା ମେ ମାସ ପର୍ଯ୍ୟନ୍ତ ଜାରୀ ରହେ । କଇଁଛଙ୍କ ସୁରକ୍ଷା ପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ବନ ବିଭାଗ ପକ୍ଷରୁ ଗହୀର ମଥାରେ ମାଛମାରିବାକୁ ନେଇ ବର୍ଷ ତମାମ କଟକଣା କରାଯାଇଥିବା ବେଳେ ପୁରୀ ଉପକୁଳରେ ମଧ୍ୟ ମାଛମରା ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ ଲାଗୁ କରାଯାଇଛି କଟକଣା ।...
ଓଡ଼ିଶା | November 4, 2019,7:32 pm IST
-
ପୁରୀ ଶ୍ରୀମନ୍ଦିରର ସଂସ୍କାର ନେଇ ସୁପ୍ରିମ ନିର୍ଦେଶ ଆସିଛି। ନିଜର ମଧ୍ୟବର୍ତ୍ତୀକାଳୀନ ରାୟରେ ଭକ୍ତ, ଭଗବାନ ଓ ପ୍ରଶାସନ ପାଇଁ ୨୨ଟି ନିର୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ । ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ପାଇଁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୬୦ ହଜାର ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ କହିଛନ୍ତି କୋର୍ଟ । ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ । ନୀତି ବିଳମ୍ବ କଲେ ସେବାୟତଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ସେହିପରି ଜଗନ୍ନାଥଙ୍କ ଜମିର ହିସାବ ହେବ ଏବଂ ପୁରୀରେ ସ୍ବରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ କହିଛନ୍ତି ସୁପ୍ରିମ୍ କୋର୍ଟ ।...
ଓଡ଼ିଶା | November 4, 2019,6:38 pm IST
-
ଅପପୃଷ୍ଟିର ଶିକାର ହୋଇ ନଗଡ଼ାର ପ୍ରାୟ ୧୯ ଜଣ ଶିଶୁ ପ୍ରାଣ ହରାଇଥିବା ଘଟଣା ୨୦୧୬ରେ ଲୋକଲୋଚନକୁ ଆସିବା ପରେ ଏ ସ୍ଥାନର ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲେ ସରକାର ।...
ଓଡ଼ିଶା | November 4, 2019,5:17 pm IST
-
ଜିଲ୍ଲାରେ ରହଣି ସମୟରେ ଅଧିକାରୀ ଓ ଲୋକପ୍ରତିନିଧଇଙ୍କ ସହ ସରକାରୀ କାର୍ଯ୍ୟ ବାବଦରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋଟ୍ ପ୍ରଦାନ କରିବାକୁ IAS ଓ IPS ଅପିସର୍ମାନଙ୍କୁ କୁହାଯାଇଛି ।...
ଓଡ଼ିଶା | November 4, 2019,4:42 pm IST
-
ନବମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ପ୍ରସ୍ତୁତ କରିଛନ୍ତି ଏକ ରୋବର୍ଟ ଡ୍ରୋନ୍ ଯାହା ବେଶ୍ ନିଆରା । ଏଇ ଡ୍ରୋନ୍ ପ୍ରାୟ 25 କିମି ଦୁରତା ପର୍ଯ୍ୟନ୍ତ ଯାଇ ପାରିବ ଏବଂ ପ୍ରାୟ 15 କେଜି ଓଜନର ଜିନିଷ ବୋହି ଦୀର୍ଘ ସମୟ ଆକାଶରେ ଉଡ଼ି ପାରିବ ।...
ଟ୍ରେଣ୍ଡିଙ୍ଗ | November 4, 2019,4:20 pm IST
-
ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର ଉପଲକ୍ଷେ ଚ଼ଳଚ଼ଞ୍ଚଳ ହୋଇଉଠିଛି ପ୍ରସିଦ୍ଧ ଶୈବ ପୀଠ ଆଠଗଡ଼ର ଆରାଧ୍ଯ ବାବା ଧବଳେଶ୍ବରଙ୍କ ପୀଠ। ରାତି ଦୁଇଟାରେ ପ୍ରଥମ ପହଡ ଖୋଲାଯାଇ ୧୦୮ କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତି ଓ ଧୂପଦୀପ ପରେ ଖେଚୁଡ଼ି ଭୋଗ ଲାଗି କରାଯିବା ପରେ ଶ୍ରୀ ଜିୟୁଙ୍କୁ ପଦ୍ମ ଫୁଲରେ ସୁସଜ୍ଜିତ କରାଯାଇଥିଲା । ଘଣ୍ଟଘଣ୍ଟି, ଧୂପଦୀପ ଓ ନୈବେଦ୍ୟରେ ପୀଠରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।...
ଓଡ଼ିଶା | November 4, 2019,1:08 pm IST
-
...
ଓଡ଼ିଶା | November 4, 2019,12:37 pm IST
-
କୋରାପୁଟ ପୋଲିସ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଓ ସେମାନଙ୍କୁ ଦାଦନ ଖଟିବାକୁ ନେଇଯାଉଥିବା ଦଲାଲକୁ ମଧ୍ୟ ଗିରଫ କରିଛି । ଏଇ ୧୧ ଜଣଙ୍କ ମଧ୍ୟରେ ୬ ଜଣ ନାବାଳକ ଅଛନ୍ତି । ଉଦ୍ଧାର ହୋଇଥିବା ସମସ୍ତେ ନବରଙ୍ଗପୁର ଜିଲ୍ଲାର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ନବରଙ୍ଗପୁରର ରାଇଘରରୁ ଶ୍ରମିକମାନଙ୍କୁ ଦାଦନ ଖଟିବା ପାଇଁ ବିଶାଖାପାଟଣା ନିଆ ଯାଉଥିଲା । ଖବର ପାଇ କୋରାପୁଟ ଟାଉନ୍ ଥାନା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।...
ଓଡ଼ିଶା | November 4, 2019,12:06 pm IST
-
ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଶହ ଶହ ହେକ୍ଟର ସରକାରୀ ଜମି ଗୁଡ଼ିକରେ ଅବାଧରେ ଚାଲିଛି ବେଆଇନ ଗଞ୍ଜେଇ ଚାଷ । ମୋଟା ଅଙ୍କର ଉତ୍କୋଚ ନେଇ ବିଭାଗୀୟ କର୍ମଚାରୀ ନିଦାବିଷ୍ଣୁ ସାଜିଥିବା ବେଳେ ମାଲାମାଲ୍ ହେଉଛନ୍ତି ଗଞ୍ଜେଇ ମାଫିଆ ।...
ଟ୍ରେଣ୍ଡିଙ୍ଗ | November 4, 2019,11:54 am IST
-
ମହୋତ୍ସବର ମୁକ୍ତାକାଶ ରଙ୍ଗମଞ୍ଚରେ କଂସ ଓ ପାତ୍ରମନ୍ତ୍ରୀଙ୍କ ଦୁର୍ବଳ ଅଭିନୟକୁ ନେଇ ପ୍ରଶ୍ନ ଉଠିଛି । ଏଥର ପୁରୁଣା କଳାକାର ବଦଳି କରି ନୂତନ କଳାକାରଙ୍କୁ ସୁଯୋଗ ଦେବାକୁ କମିଟି ଦାବି ହେଉଛି ।...
ଓଡ଼ିଶା | November 3, 2019,6:50 pm IST
-
ଚତରା ଜିଲ୍ଲାର ଲାବାଲଙ୍ଗ୍ ରେ ପୁଲିସ୍ ଓ ଝାରଖଣ୍ଡ ଜାଗୁଆର୍ର ଏକ ସଂଯୁକ୍ତ ଟିମ୍ ସହିତ ମାଓବାଦୀମାନଙ୍କର ଏନ୍କାଉଣ୍ଟର୍ ରେ ଟି.ପି.ସି. ସଂଗଠନର ଜଣେ ଉଗ୍ରବାଦୀର ମୃତ୍ୟୁ ହୋଇଛି । ଗୋଟେ ଏକେ ୪୭ ରାଇଫଲ ସମେତ ଅନେକ ଗୁଳି ଜବତ ହୋଇଛି ।...
ଟ୍ରେଣ୍ଡିଙ୍ଗ | November 3, 2019,5:45 pm IST
-
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ ଦଳର ନେତା ଓ ବିଧାୟକମାନଙ୍କୁ ସମ୍ୱୋଧନ କରୁଛନ୍ତି ।...
ଟ୍ରେଣ୍ଡିଙ୍ଗ | November 3, 2019,5:28 pm IST
-
ଶିବସେନା ନେତା ତଥା ବିଧାୟକ ଆଦିତ୍ୟ ଠାକରେଙ୍କ ନେତୃତ୍ଵରେ ବିଧାୟକ ଦଳର ନେତା ଏକନାଥ ସିନ୍ଦେ, ଦିବାକର ରାଉତେ, ସୁଭାଷ ଦେଶାଇ ଓ ଶିବସେନାକୁ ସମର୍ଥନ ଦେଉଥିବା ଜଣେ ନିର୍ଦ୍ଦଳୀୟ ବିଧାୟକ ରାଜ୍ୟପାଳ ଭଗତ ସିଂହ କୋସୟାରୀଙ୍କୁ ଭେଟିଥିଲେ। ...
ଟ୍ରେଣ୍ଡିଙ୍ଗ | November 3, 2019,5:05 pm IST
-
ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
ଓଡ଼ିଶା | November 3, 2019,4:29 pm IST