-
ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏକର ଏକର ଧାନଗଛ ପାଣିରେ ବୁଡ଼ି ରହିଛି । ଆଉ ଦିନ କେଇଟା ପରେ ଅମଳ ହୋଇଥାଆନ୍ତା । ତା ପୂର୍ବରୁ ପବନ ଓ ବର୍ଷା ମାଡ଼ରେ ନଷ୍ଟ ହେବାକୁ ବସିଛି ଛନଛନିଆ ଧାନକେଣ୍ଡା ।...
ଓଡ଼ିଶା | November 11, 2019,3:48 pm IST
-
ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ଶକ୍ତି ଓ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ଆଲୋଚନା ପରେ ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଥିଲେ ।...
ଓଡ଼ିଶା | November 11, 2019,2:33 pm IST
-
କଶ୍ମୀର, ହିମାଚ଼ଳ ପ୍ରଦେଶ ସମେତ ଉତ୍ତର ଭାରତରେ ବର୍ଷର ପ୍ରଥମ ବରଫ ପତନ...
ଟ୍ରେଣ୍ଡିଙ୍ଗ | November 11, 2019,2:10 pm IST
-
ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଛନ୍ତି ଓଡିଆ ଜବାନ ବିଚିତ୍ର ବେହେରା । ଦେଶର ବହୁ ମୁଲ୍ୟବାନ ତଥ୍ୟ ଚୋରି ଲିକ୍ କରିବା ମାମଲାରେ ତାଙ୍କୁ ରାଜସ୍ଥାନ ପୁଲିସ୍ ଗିରଫ କରିଛି । ଏଇ ଓଡିଅ। ଜବାନଙ୍କ ନିଜ ଗାଁ ମାଟି ହେଉଛି ହିଂଜିଳି ସହରର ଆଙ୍କୋରଡା ସାହିରେ ।...
ଟ୍ରେଣ୍ଡିଙ୍ଗ | November 8, 2019,6:03 pm IST
-
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଜଟଣୀ କୁଦିଆରୀରର ଓଲା କାର୍ ଚାଳକ ସୌମ୍ୟରଞନ ମହାନ୍ତିଙ୍କୁ ଅଟକ ରଖିଛି ପୋଲିସ । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ସେ ଖଣ୍ଡଗିରି ଛକରେ ଖୋର୍ଦ୍ଧା ଯିବା ପାଇଁ ଅପେକ୍ଷା କରିଥିବା ବେଳେ ତାଙ୍କୁ ଲିଫ୍ଚ ଦେଇଥିଲେ ସୌମ୍ୟରଞ୍ଜନ । କାର୍ ଭିତରେ ଥିଲେ ଆଉ ଜଣେ ଯୁବକ । ଖୋର୍ଦ୍ଧା ପାଖରେ ଦୁଇ ଜଣ ମିଶି ତାଙ୍କୁ କାର୍ ଭିତରେ ଦୁଷ୍କର୍ମ କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ ।...
ଓଡ଼ିଶା | November 7, 2019,7:28 pm IST
-
ମୁମ୍ବାଇରେ ବିପଦପୂର୍ଣ୍ଣ ଭାବେ ରେଳ ଟ୍ରାକ ପାରି କରିବାକୁ ରୋକିବା ପାଇଁ ମୁମ୍ବାଇ ରେଲୱେ ପକ୍ଷରୁ ଚାଲିଥିବା ଅଭିଯାନର ଦାୟିତ୍ବ ଯମରାଜଙକୁ ହସ୍ତାନ୍ତର କରାଯାଇଛି । ଲୋକାଲ ଟ୍ରେନର ଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରା ସଂପର୍କରେ ସଚେତନ କରୁଛନ୍ତି ଯମରାଜ । ଏମଏସଏଫ୍ କନଷ୍ଟେବଳ ଅଜିତ କାମ୍ବଲେ ଯମରାଜ ବେଶରେ ଲୋକଙ୍କୁ ସଚେତନ କରିବାରେ ଲାଗି ପଡ଼ିଛନ୍ତି ।...
ଓଡ଼ିଶା | November 7, 2019,6:01 pm IST
-
ଏୟାରପୋର୍ଟରୁ ମୋ ବସ୍ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାଇଛନ୍ତି ନବୀନ । ଭଲ କାର୍ଯ୍ୟ କରିଥିବା ମୋ ବସ୍ କର୍ମଚାରୀମାନଙ୍କୁ ସେ ଉଚ୍ଚ ପ୍ରଂଶସା କରିବା ସହିତ ସମ୍ମାନିତ କରିଛନ୍ତି ।...
ଓଡ଼ିଶା | November 6, 2019,7:38 pm IST
-
ଉପର ନଗଡ଼ା ଅଞ୍ଚଳରେ ପ୍ରଥମ ଥର ପାଇଁ ଟ୍ରାନ୍ସଫରମର୍ ଚାର୍ଜ କରାଯାଇ ଲୋକମାନଙ୍କୁ ବିଦ୍ୟୁତ ସେବା ଉପଲବ୍ଧ ହୋଇଛି । ଯେଉଁଥିପାଇଁ ନଗଡା ବାସୀ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି ।...
ଓଡ଼ିଶା | November 6, 2019,7:24 pm IST
-
ଲକ୍ଷ୍ମୀ କେଫେ ହୋଟେଲରେ କାଉଣ୍ଟର ନିକଟରେ ଠିଆ ହୋଇଥିବା ମଣ୍ଟୁ ଘୋଷକୁ ଭୀମା ପ୍ରଥମେ ଧକ୍କା ଦେଇ ତା ଛାତିରେ ଗୁଳି ମାରିଥିଲା । ମଣ୍ଟୁ ତଳେ ପଡିଯିବା ପରେ ଅତି ନିକଟରୁ ତା ମୁଣ୍ଡକୁ ତିନୋଟି ଗୁଳି ମାରିବା ପରେ ଦବଙ୍ଗ ଷ୍ଟାଇଲରେ ବ୍ଲାଙ୍କ୍ ଫାଇରିଂ ଦ୍ୱାରା ଲୋକଙ୍କୁ ଭୟଭୀତ କରି ହୋଟେଲରୁ ସହଯୋଗୀମାନଙ୍କ ସହ ଖସି ପଳାଇଥିଲା ।...
ଟ୍ରେଣ୍ଡିଙ୍ଗ | November 6, 2019,6:44 pm IST
-
ଉପର ନଗଡ଼ା ଅଞ୍ଚଳରେ ପ୍ରଥମ ଥର ପାଇଁ ଟ୍ରାନ୍ସଫରମର୍ ଚାର୍ଜ କରାଯାଇ ଲୋକମାନଙ୍କୁ ବିଦ୍ୟୁତ ସେବା ଉପଲବ୍ଧ ହୋଇଛି । ଯେଉଁଥିପାଇଁ ନଗଡା ବାସୀ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି ।...
ଓଡ଼ିଶା | November 6, 2019,5:09 pm IST
-
ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ପୂର୍ବ ପ୍ରସ୍ତୁତି ହୋଇ ସ୍ୱର୍ଗୀୟ ଅମିତ ଧଳର ସଂପର୍କୀୟ ଭାଇ ଅନନ୍ତ ଧଳ ଓରଫ ଭୀମା ବ୍ରଜରାଜନଗର ସହର ଭିତରେ ଥିବା ଲକ୍ଷ୍ମୀ କେଫେ ହୋଟେଲର କାଉଣ୍ଟର ନିକଟରେ ଠିଆ ହୋଇଥିବା ମଣ୍ଟୁକୁ ପ୍ରଥମେ ଧକ୍କା ଦେଇ ତା ଛାତିରେ ଗୁଳି ମାରିଥିଲା |ପରେ ମଣ୍ଟୁ ତଳେ ପଡି଼ଯିବା ପରେ ଅତି ନିକଟରୁ ତା ମୁଣ୍ଡ ଉପରେ ତିନିଟି ଗୁଳି ଚ଼ଳେଇବା ପରେ ଦବଙ୍ଗ ଷ୍ଟାଇଲରେ ବ୍ଲାଙ୍କ୍ ଫାଇରିଂ ଦ୍ୱାରା ଅନ୍ୟମାନଙ୍କୁ ଭୟଭୀତ କରି ହୋଟେଲରୁ ସେ ପଳାଇଥିଲା ।...
ଓଡ଼ିଶା | November 6, 2019,1:20 pm IST
-
ଜଟଣୀ ଜାଅଁ।ଳା ଅଞ୍ଚଳର ପରିବାର ନିଜ ପୋଷା କୁକୁର ଲାଡେନକୁ ହରାଇ ମର୍ମାହତ । ବିଷଧର ନାଗ ସହିତ ଲଢ଼ି ଦୁଇ ପିଲାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ନିଜ ଜୀବନ ଦେଇଥିବାରୁ ଲାଡେନକୁ ଭୁଲି ପାରିବନି ଏଇ ପରିବାର ।...
ଓଡ଼ିଶା | November 6, 2019,11:48 am IST
-
୫ଟି ସଚିବ ପ୍ରଥେମ ଏସସବି ମେଡିକାଲର ଆଶୁଚିକିତ୍ସା ବିଭାଗରେ ପହଁଚି ସ୍ବାସ୍ଥ୍ୟ ସେବାର ନିରିକ୍ଷଣ କରିବା ପରେ ମାନସିକ ରୋଗ ବିଭାଗକୁ ଲାଗି କରିଥିବା ପଡି଼ଆ ଓ ଦନ୍ତ ଚିକିତ୍ସା ପ୍ରତିଷ୍ଠାନ ବୁଲି ଦେଖିଥିଲେ । ଏସସିବି ମେଡିକାଲର ଭିତ୍ତିଭୁମିର ବିକାଶ ପାଇଁ ରାଜ୍ୟସରକାର ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ।...
ଓଡ଼ିଶା | November 6, 2019,11:26 am IST
-
ଆପ୍ରୋଚ୍ କେନାଲ୍ରୁ ପାଣି ପାଇଁ ଆଶା ବାନ୍ଧି ବସିଥିଲେ ବିଷମକଟକ ବ୍ଲକର ଶହ ଶହ ଚାଷୀ । କେନାଲ୍ ନିର୍ଦ୍ଧାରିତ ସମୟରେ ଶେଷ ହେଇଥିଲେ ୨ଶହ ଏକରରୁ ଅଧିକ ଜମିକୁ ମିଳିଥାନ୍ତା ପାଣି । ହେଲେ ଏଠି ଚାଷୀଙ୍କ ନାଁରେ ଯନ୍ତ୍ରୀ ଓ ଠିକାଦାର ଲକ୍ଷାଧିକ ଟଙ୍କା ଚଳୁ କରିଛନ୍ତି ।...
ଓଡ଼ିଶା | November 5, 2019,6:27 pm IST
-
ଭୁବନେଶ୍ବର ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର । କଟକ, ଭୁବନେଶ୍ବର, ଅନୁଗୁଳ, ତାଳଚେର, ବାଲେଶ୍ବର, ରାଉରକେଲା ସମେତ କଲିଙ୍ଗନଗରର ହେଉଛି ସର୍ବାଧିକ ପ୍ରଦୂଷିତ ସହର । ଏନ୍ଜିଟି ନିର୍ଦ୍ଦେଶ ଅନୁସାରେ ପ୍ରଦୂଷଣ କମ୍ କରିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।...
ଓଡ଼ିଶା | November 5, 2019,6:10 pm IST