-
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଅଧ୍ୟାପିକାଙ୍କ ସହ ଦୁଷ୍କର୍ମ ପରେ ତାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବଦଳି ପରେ ଝାରପୋଖରିଆ ଆଇଆଇସି ଶରତ ମହାଳିକଙ୍କୁ ସସପେଣ୍ଡ କରିଛନ୍ତି ଏସ୍ପି । ଏଥି ସହ ଏସ୍ଆଇ ପ୍ରଶାନ୍ତ ସ୍ବାଇଁଙ୍କୁ ମଧ୍ୟ କରାଯାଇଛି ନିଲମ୍ବନ । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏ ଘଟଣା ପାଇଁ ପୋଲିସର ଅବହେଳାକୁ ସଂପୂର୍ଣ୍ଣ ଦାୟୀ କରିଛନ୍ତି ମୃତ ଅଧ୍ୟାପିକାଙ୍କ ପରିବାର ।...
ଟ୍ରେଣ୍ଡିଙ୍ଗ | December 2, 2019,6:58 pm IST
-
ପ୍ରଥମ ଦିନରେ ହେରିଟେଜ୍ ଥିମ୍କୁ ନେଇ ବାଲୁକା କଳା ପ୍ରଦର୍ଶିତ ହୋଇଛି । ଓଡ଼ିଶାର କଳାକାରମାନେ ବାଲୁକା କଳାରେ ଶ୍ରୀମନ୍ଦିର, ପ୍ରଭୁ ଜଗନ୍ନାଥ, ଧଉଳି ଓ ଖଣ୍ଡଗିରି ଆଦିରେ ଥିବା ପ୍ରମୁଖ କଳାକୃତିମାନଙ୍କୁ ସ୍ଥାନ ଦେଇଛନ୍ତି ।...
ଓଡ଼ିଶା | December 2, 2019,6:36 pm IST
-
ସରକାରଙ୍କ ପିଆଜ ଦର ବୃଦ୍ଧି ପ୍ରତି ଉଦାସୀନତାକୁ ନେଇ ବାରମ୍ବାର ଚେତାବନୀ ଦେବା ପରେ କଂଗ୍ରେସ ଖୋଲିଛି ପିଆଜ ସେଣ୍ଟର୍ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଭୁବନେଶ୍ବର ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କଡା଼ କାଉଣ୍ଟର କରିଛନ୍ତି ସରକାରଙ୍କୁ ।...
ଟ୍ରେଣ୍ଡିଙ୍ଗ | December 2, 2019,5:34 pm IST
-
ଅନଗୁଳର ନବମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକଙ୍କ ଏକ ନିଆରା ଡ୍ରୋନ୍ ପ୍ରସ୍ତୁତ କରିଛନ୍ତି, ଯାହାର ନାଁ 'ମାଭିକ୍' । ତେବେ ଆମେରିକାର ନାସା ସ୍ପେସ୍ ସେଟେଲମେଣ୍ଟ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ତାଙ୍କୁ ଡାକରା ଆସିଛି ବୋଲି ପ୍ରସାରିତ ଖବର ମିଛ ବୋଲି ଜଣା ପଡ଼ିଛି ।...
ଟ୍ରେଣ୍ଡିଙ୍ଗ | December 2, 2019,4:41 pm IST
-
ଓଡିଶାରେ ଘଟୁଥିବା ଅଧିକାଂଶ ସାଇବର୍ ଅପରାଧ ପଛରେ ବିହାରୀ ଯୁବକଙ୍କ ହାତ ରହୁଥିବା ବେଳେ ଅନ୍ଲାଇନ୍ ଠକେଇର ଏହି ରାକେଟ୍ର ଚେର ବିଦେଶ ପର୍ଯ୍ୟନ୍ତ ବ୍ୟାପିଥିବା କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ କୁହାଯାଇଛି ।...
ଓଡ଼ିଶା | December 2, 2019,2:13 pm IST
-
ମାତ୍ର ଛଅ ମାସ ତଳେ ବିବାହ ହୋଇଥିଲା । ବାହାଘର ପରଠୁ ସ୍ତ୍ରୀଙ୍କର ତାଙ୍କର ପୁରୁଣା ପ୍ରେମିକଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ସ୍ୱାମୀ ଓ ତାଙ୍କ ଘରଲୋକେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆସିଥିଲା ।...
ଟ୍ରେଣ୍ଡିଙ୍ଗ | December 2, 2019,12:57 pm IST
-
...
ଟ୍ରେଣ୍ଡିଙ୍ଗ | December 2, 2019,7:54 am IST
-
ସାତ ଜନ୍ମ ପାଇଁ ଯାହାର ସ୍ତ୍ରୀ ହୋଇଥିଲେ, ଯେଉଁ ପୁରୁଷ ସହ ସଂସାର କରିବା ପାଇଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖିଥିଲେ, ସେହି ସବୁ ବନ୍ଧନକୁ ଶେଷରେ ଜଳାଞ୍ଜଳି ଦେଲେ ସେ । କେଉଁ ନାଟକ ବହିର ନାଁ ଭଳି ଯେଉଁ କଥାଟି ଆମେ କହୁଛୁ, ସେ ଘଟଣାଟି ବାସ୍ତବରେ ଘଟିଛି।...
ଟ୍ରେଣ୍ଡିଙ୍ଗ | November 22, 2019,12:13 pm IST
-
ଓଡ଼ିଆ ଘରର ବାର ମାସ ତେର ପର୍ବ ମଧ୍ୟରୁ ଅନ୍ୟତମ ହେଉଛି ପ୍ରଥମାଷ୍ଟମୀ । ମାର୍ଗଶିର ମାସ ଶୁକ୍ଳ ପକ୍ଷ ଅଷ୍ଟମୀକୁ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଏ ।...
ଟ୍ରେଣ୍ଡିଙ୍ଗ | November 20, 2019,10:00 am IST
-
କେରଳରେ ବିଭିନ୍ନ ତୈଳ, ଗ୍ୟାସ୍ ଓ ଇସ୍ପାତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଦୁହେଁ ଆଲୋଚନା କରିଛନ୍ତି ।...
ଟ୍ରେଣ୍ଡିଙ୍ଗ | November 14, 2019,5:55 pm IST
-
ବାଲେଶ୍ବର ଖନ୍ତାପଡ଼ା ଫାଲକନ୍ ମେରାଇନ୍ ଏକ୍ସପୋର୍ଟ୍ସ୍ ପ୍ଲାଣ୍ଟରେ କଥିତ ଗ୍ୟାସ୍ ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ଲାଣ୍ଟରୁ କେମିକାଲ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ସାଇଣ୍ଚିଫିକ୍ ଟିମ୍ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ କହିଛନ୍ତି ପ୍ଲାଣ୍ଟରୁ ବାହାରୁଥିଲା ଆମୋନିଆ ଗ୍ୟାସ ଗନ୍ଧ । ...
ଓଡ଼ିଶା | November 14, 2019,5:06 pm IST
-
ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି । ଫାଲ୍କନ୍ ମେରାଇନ୍ ଏକ୍ସପୋର୍ଟ୍ସ ଲିମିଟେଡ୍ର ସାତ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୩ ମ୍ୟାନେଜରଙ୍କ ସମେତ ୭ କର୍ମଚାରୀ ସାମିଲ ।...
ଟ୍ରେଣ୍ଡିଙ୍ଗ | November 14, 2019,4:27 pm IST
-
ଖଣ୍ଡପୀଠ କହିଛନ୍ତି ଯେ ପାରଦର୍ଶିତା ବିଚାର ବିଭାଗର ସ୍ବାଧୀନତାକୁ ପ୍ରଭାବିତ କରିବ ନାହିଁ । ଐତିହାସିକ ଫଇସଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ପବ୍ଲିକ ଅଥରିଟି । ସବୁ ବିଚାରପତି ଆର୍ଟିଆଇ ପରିସରଭୁକ୍ତ ହେବେ ।...
ଓଡ଼ିଶା | November 13, 2019,3:35 pm IST
-
ରିଲାଏନ୍ସ ଫାଉଣ୍ଡେସନ୍ ଅଧ୍ୟକ୍ଷା ନୀତା ଅମ୍ବାନି (Nita Ambani) ନ୍ୟୁୟର୍କ (New York) ସ୍ଥିତ ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍ ଆର୍ଟ୍ ବୋର୍ଡର ସମ୍ମାନିତ ଟ୍ରଷ୍ଟି ଭାବେ ନିର୍ବାଚିତ ହୋଇଛନ୍ତି । ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍ ଆର୍ଟ ବୋର୍ଡକୁ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।...
ଟ୍ରେଣ୍ଡିଙ୍ଗ | November 13, 2019,10:09 am IST
-
ଦୀର୍ଘ ଚାରି ବର୍ଷ ଭିତରେ ସେ ଦେଖି ସାରିଲେଣି ପ୍ରାୟ ୪୦ ହଜାର ରୁ ଅଧିକ ରୋଗୀ । ଆଉ ତାଙ୍କ ପାଖକୁ ପ୍ରତ୍ୟେକ ଦିନ ଭରଷା କରି ଆସୁଥିଲେ ଅନେକ ଆଦିବାସୀ ରୋଗୀ।...
ଟ୍ରେଣ୍ଡିଙ୍ଗ | November 12, 2019,4:41 pm IST